ରାଜଧାନୀରେ ଏମିତି ଚାଲିଛି କଟକଣା : ସବୁଠି ଲୋକ ମାଳମାଳ ବିଏମ୍‌ସି ଅନ୍ଧ

ଭୁବନେଶ୍ବର : କିଛି ଦିନ ହେଲା ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେବେ କରୋନା ଯୋଗୁଁ ଗତ ଦୁଇଥର ପରି ଏଥର ଯେମିତି ଲୋକଙ୍କ ଜୀବିକା ପ୍ରଭାବିତ ନ ହେବ, ସେଥିପ୍ରତି ଗୁରୁତ୍ବ ଦେଇ ସରକାର କଟକଣାକୁ ସୀମିତ ରଖିଛନ୍ତି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି କଠୋର୍‌ ପଦକ୍ଷେପ ପରିବର୍ତ୍ତେ କଣ୍ଟେନମେଣ୍ଟ ଜୋନ୍‌, ନାଇଟ୍‌ କର୍ଫ୍ୟୁ, ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍‌, ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ … Continue reading ରାଜଧାନୀରେ ଏମିତି ଚାଲିଛି କଟକଣା : ସବୁଠି ଲୋକ ମାଳମାଳ ବିଏମ୍‌ସି ଅନ୍ଧ